< ୨ ୟ ଜଅନ୍ 1 >
1 ୧ ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।
作長老的寫信給蒙揀選的太太和她的兒女,就是我誠心所愛的;不但我愛,也是一切知道真理之人所愛的。
2 ୨ ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ । (aiōn )
愛你們是為真理的緣故,這真理存在我們裏面,也必永遠與我們同在。 (aiōn )
3 ୩ ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
恩惠、憐憫、平安從父上帝和他兒子耶穌基督在真理和愛心上必常與我們同在!
4 ୪ ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି ।
我見你的兒女,有照我們從父所受之命令遵行真理的,就甚歡喜。
5 ୫ ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
太太啊,我現在勸你,我們大家要彼此相愛。這並不是我寫一條新命令給你,乃是我們從起初所受的命令。
6 ୬ ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
我們若照他的命令行,這就是愛。你們從起初所聽見當行的,就是這命令。
7 ୭ କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।
因為世上有許多迷惑人的出來,他們不認耶穌基督是成了肉身來的;這就是那迷惑人、敵基督的。
8 ୮ ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
你們要小心,不要失去你們所做的工,乃要得着滿足的賞賜。
9 ୯ ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।
凡越過基督的教訓不常守着的,就沒有上帝;常守這教訓的,就有父又有子。
10 ୧୦ ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ ।
若有人到你們那裏,不是傳這教訓,不要接他到家裏,也不要問他的安;
11 ୧୧ ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।
因為問他安的,就在他的惡行上有分。
12 ୧୨ ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।
我還有許多事要寫給你們,卻不願意用紙墨寫出來,但盼望到你們那裏,與你們當面談論,使你們的喜樂滿足。
13 ୧୩ ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।
你那蒙揀選之姊妹的兒女都問你安。