< Revelation 18 >

1 And after that I sawe another angell come from heven havinge gret power and the erth was lyghtned with hys bryghtnes.
ତାର୍‌ପଚେ ଏଦେ ଦେକା! ସର୍‌ଗେଅନି ଆରି ଗଟେକ୍‌ ଦୁତ୍‌ ଉତ୍‌ରିଆଇବାଟା ମୁଇ ଦେକ୍‌ଲି । ତାକେ ବେସି ଅଦିକାର୍‌ ରଇଲା । ଆରି ତାର୍‌ ଉଜଲ୍‌ ଗୁଲାଇ ଜଗତେ ବର୍‌ତି ଅଇଗାଲା ।
2 And he cryed myghtyly with a stronge voyce sayinge: Great Babilon is fallen ys fallen and ys become the habitation of devels and the holde of all fowle sprettes and a cage of all vnclene and hatefull byrdes
ସେ ବେସି ଆକ୍‌ମାରି କଇଲା, “ତାର୍‌ ଦସା ଅଇଲା ଆଚେ! ସେ ବଡ୍‌ ବାବିଲନ୍‌ ମାଟିଲଗେ ମିସି ରୁନ୍‌ଚୁନା ଅଇଗାଲାବେ! ସେଟା ଏବେ ମାଟିବିତ୍‌ରେ ତପିଅଇ ଗାଲାବେ! ତାକେ ଏବେ ଡୁମାମନ୍‌ ଆରି ଅସୁକଲ୍‌ ଆତ୍‌ମାମନ୍‌ ବାଦାଦେଲାଇନି । ସବୁ ରକାମର୍‌ ଅସୁକଲ୍‌ ଆରି ଗିନ୍‌କର୍‌ବା ଚଡଇମନ୍‌ ତାର୍‌ ବିତ୍‌ରେ ବାସା ଅଇଆଚତ୍‌ ।
3 for all nacions have dronken of the wyne of the wrath of her fornycacion. And the kynges of the erth have committed fornicacion with her and her marchauntes are wexed ryche of the abundance of her pleasures.
କାଇକେବଇଲେ ଜଗତର୍‌ ସବୁ ରାଇଜ୍‌ମନ୍‌, ତାର୍‌ ମଦ୍‌ କାଇ ମାତିଜାଇଆଚତ୍‌ । ଏଟାର୍‌ ଅରତ୍‌ ଅଇଲାନି ତାର୍‌ କାରାପ୍‌ ଚଲାଚଲ୍‌ତି ମାନ୍‌ବାକେ ସେମନ୍‌କେ ସୁତ୍‌ରାଇଲା । ଜଗତର୍‌ ରାଜାମନ୍‌ ତାର୍‌ ସଙ୍ଗ୍‍ ବେସିଆ କାମ୍‌ କର୍‌ବାର୍‌ ଅବିଆସ୍‌ କଲାଇ । ଜନ୍‌ ସଁପତି ପାଇବା ଆସାଇଅନି ଏ ଜଗତର୍‌ ବେବାରିମନ୍‌ ସାଉକାର୍‌ ଅଇଗାଲାଇ ।”
4 And I herde another voyce from heven saye: come a waye from her my people that ye be not parttakers in her synnes that ye receave not of her plages.
ତାର୍‌ପଚେ ସର୍‌ଗେ ଅନି ଆରି ଗଟେକ୍‌ ସବଦ୍‌ ଏନ୍ତାରି କଇବାଟା ମୁଇ ସୁନ୍‌ଲି । “ମର୍‌ ଲକ୍‌ମନ୍‌ ତାର୍‌ଟାନେଅନି ବାରଇ ଆସା । ତମେ ଜଦି ତାର୍‌ ପାପେ ମିସ୍‌ଲେ, ସେ ପାଇବା ଡଣ୍ଡେ ମିସ୍‌ସା ।
5 For her synnes are gon vp to heven and God hath remembred her wyckednes.
କାଇକେବଇଲେ ତାର୍‌ ସବୁଜାକ ପାପ୍‌ କୁପା କୁଡାଇଲା ପାରା ସର୍‌ଗେ ଜାକ କେଟ୍‌ଲା ଆଚେ । ଆରି ପର୍‌ମେସର୍‌ ତାକର୍‌ କାରାପ୍‌ ଚଲାଚଲ୍‌ତି ଏତାଇଲାନି ।
6 Rewarde her even as she rewarded you and geve her dubble accordynge to her workes. And poure in dubble to her in the same cuppe which she fylled vnto you.
ତାର୍‌ କରିରଇବା କାମର୍‌ ଲାଗି ତାକେ ବାଉଡାଇ ଦିଆଅଇସି । ଆରି ସେ ସମାନ୍‌ ଡଣ୍ଡ୍‌ ପାଇସି । ଲକ୍‌ମନ୍‌କେ ଦୁକ୍‌କସ୍‌ଟ ଦେବାକେ ସେ ଜାଇଜାଇଟା କଲାଆଚେ, ସେଟା ତାକେ ଦୁଇ ଗୁନ୍‌ ଇସାବେ ବାଉଡାଇ ଦିଆଅଇସି । ସେ ଜେତ୍‌କି କାଟୁର୍‌ ମଦ୍‌ ବିନ୍‌ ଲକ୍‌ମନ୍‌କେ କାଇବାକେ ଦେଇତେରଇଲା, ତାର୍‌ ଦୁଇଗୁନ୍‌ ଅଦିକାର୍‌ଟା ତାକେ କାଇବାକେ ଦିଆଅଇସି ।
7 And as moche as she gloryfied her silfe and lyved wantanly so moche poure ye in for her of punysshment and sorowe for she sayde in her herte: I sytt beinge a quene and am no wyddowe and shall se no sorowe.
ତାର୍‌ ଜେତ୍‌କି ଦନ୍‌ ସଁପତି ଆରି ବଡ୍‌ପନ୍‌ ଆଚେ, ସେ ଇସାବେ ତାର୍‌ ଦୁକ୍‌ କସ୍‌ଟ ଆରି କାକୁର୍‌ତି ରଇସି । ସେ ନିଜ୍‌କେ କଇସି ‘ମୁଇ ଇତି ସାସନ୍‌ କର୍‌ବା ଗଟେକ୍‌ ରାନି ।’ ରାଣ୍ଡି ଅଇଲିଆଚି ଜେ ମୁଇ କାନ୍ଦ୍‌ବି?
8 Therfore shall her plages come at one daye deeth and sorowe and honger and she shallbe brent with fyre: for stronge ys the lorde god which iudgeth her.
ସେଟାର୍‌ପାଇବଲି ଦିନେକ୍‌ ବିତ୍‌ରେ ତାକେ ମର୍‌ଡି, ରଗ୍‌ଦୁକା, କାକୁର୍‌ତି ଆରି ଇନସ୍‌ତା ଆଇସି । ଆରି ସେ ଜଇଟାନେ ପଡିଜାଇସି । କାଇକେବଇଲେ ବେସି ବପୁର୍‌ ମାପ୍‌ରୁ ପର୍‌ମେସର୍‌ ତାକେ ବିଚାର୍‌ନା କର୍‌ସି ।”
9 And the kynges of the erth shalbe wepe her and wayle over her which have committed fornicacion with her and have lyved wantanly with her when they shall se the smoke of her burnynge
ତାର୍‌ ବେସିଆ କାମେ ଆରି ଲାଲ୍‌ସା ଅଇ ମିସ୍‌ଲା ଜେତ୍‌କି ରାଜାମନ୍‌ ସେ ଜଇଲଗେ ପଡ୍‌ଲାତେଇଅନି ବାରଇବା ଦୁଆଁ ଦେକିକରି ଆକ୍‌ମାରି କାନ୍ଦ୍‌ବାଇ ।
10 and shall stonde a farre of for feare of her punnysshment sayinge: Alas Alas that gret cite Babilon that myghty cite: For at won houre is her iudgment come.
୧୦ସେମନ୍‌ ଆମେମିସା ଡଣ୍ଡ୍‌ ପାଇବୁ ବଲି ଡରିକରି ଦୁରିକେ ଟିଆଅଇ କଇବାଇ, “ଏଟା କାଇ ଇନସ୍‌ତା, କାଇ କାକୁର୍‌ତି, ଏ ବଡ୍‌ ଅଇକରି ସୁନ୍ଦର୍‌ ବାବିଲନ୍‌ । ତୁଇ ପାଇବା ଡଣ୍ଡ୍‌ ଅଟାତ୍‌ ଅଇଗାଲା । କାଇକେବଇଲେ ଗଟେକ୍‌ ଗଁଟା ବିତ୍‌ରେ ତୁଇ କୁରୁପ୍‌ନାସ୍‌ ଅଇଗାଲୁସ୍‌ ।”
11 And the marchauntes of the erth shall wepe and wayle in them selves for no man wyll bye their ware eny more
୧୧“ଏ ଜଗତର୍‌ ବେବାରିମନ୍‌ ତାର୍‌ପାରା ଦୁକ୍‌ ଅଇକରି କାନ୍ଦ୍‌ଲାଇନି । କାଇକେବଇଲେ ତାକର୍‌ ଜିନିସ୍‌ ଆରି କେ ନ ଗେନତ୍‌ ।”
12 the ware of golde and silver and precious stones nether of pearle and raynes and purple and skarlet and all thyne wodde and almanner vessels of yvery and almanner vessels of most precious wodde and of brasse and of yron
୧୨ତାକର୍‌ ସୁନାବାନା, ତାକର୍‌ ରୁପା, ଜବର୍‌ ଦାମ୍‌ ଦେଇରଇବା ଇରା ମତିମନ୍‌, ସିଲ୍‌କୁ ଲୁଗା, ଜାମ୍‌କଲି ରଙ୍ଗର୍‌ ବସ୍‌ତର୍‌, ରଙ୍ଗୁଆ ବସ୍‌ତର୍‌, ବିନ୍‌ ବିନ୍‌ ରକାମର୍‌ ବେସି ଦାମ୍‌ ଦେବା ବାସ୍‌ନା ଗଚ୍‌, ଆଁତିର୍‌ ଦାଡାଇଅନି ଜବର୍‌ ଦାମ୍‌ଦେବାଟାମନ୍‍, ଗଚେଅନି, ପିତଲେଅନି, ଲୁଆଇଅନି, ମାର୍‌ବଲ୍‌ ପାକ୍‌ନାଇ ଅନି, ତିଆର୍‌ କରିରଇବାଟା, ବିନ୍‌ ବିନ୍‌ ଜିନିସ୍‌ କେ ମିସା ନ ଗେନତ୍‌ ।
13 and synamon and odours and oyntmentes and frankynsence and wyne and oyle and fyne floure and wheate bestes and shepe and horsys and charrettes and boddyes and soules of men.
୧୩ଡାଲ୍‍ଚିନି, ବିନ୍‌ ବିନ୍‌ ରକାମର୍‌ ମସ୍‌ଲା, ଦୁପ୍‌, ବାସ୍‌ନାଦେବା ଦିନ୍‌ସୁ, ଟୁଣ୍ଡ୍‌ରି, ଅଙ୍ଗୁର୍‌ ମଦ୍‌, ଚିକନ୍‌, ଅଟା, ଗଁମ୍‍, ଗରୁ, ମେଣ୍ଡା, ଗଡା, ରତ୍‌, ଏନ୍ତାରିକି ଗତିକଟ୍‌ବା ଦାଙ୍ଗ୍‌ଡା ଆରି ଲକ୍‌ମନ୍‌କେ ମିସା ଜାକେ କି ସେମନ୍‌ ଗତିଦାଙ୍ଗ୍‌ଡା କରି ବିକ୍‌ବାଇ, ସେମନ୍‌କେ ମିସା ଗେନି ନେବାକେ କେ ନ ବାରଅତ୍‌ ।
14 And the apples that thy soule lusted after are departed fro the. And all thynges which were deyntie and had in pryce ar departed fro the and thou shalt fynde them no more.
୧୪ବେବାରିମନ୍‌ ତାକେ କଇଲାଇ, “ଜନ୍‌ ସବୁ ଜିନିସ୍‌ ତମେ ନିଜର୍‌ କର୍‌ବାକେ ମନ୍‌ କର୍‌ତେରଇଲାସ୍‌, ସେଟା ସବୁ ପୁରାପୁରୁନ୍‌ ନସ୍‌ଟ ଅଇଗାଲା । ତମର୍‌ ଦନ୍‌ ସଁପତି ନସିଗାଲା ଆରି ଜେତ୍‌କି ଜିନିସ୍‌ ତମ୍‌କେ ସାର୍‌ଦା କରାଇତେରଇଲା, ସେଟାମନ୍‌ ଆରି ନ ଡିସେ ।”
15 The marchauntes of these thynges which were wexed ryche shall stonde a farre of from her for feare of the punyshment of her wepynge and waylynge
୧୫ସେ ନଅରେ ବେବାର୍‌ କରି ବେବାରିମନ୍‌ ଜେତ୍‌କି ସାଉକାର୍‌ ଅଇଗାଲାଇ, ସେ ନଅରର୍‌ ଡଣ୍ଡେ, ସେମନ୍‌କେ ମିସାଇବାଇ ବଲି ଡରିକରି ସେମନ୍‌ ଦୁରିକେ ରଇବାଇ । ସେମନ୍‌ ଆକ୍‌ମାରି କାନ୍ଦ୍‌ବାଇ ।
16 and saying: alas alas that grett cite that was clothed in raynes and purple and scarlett and decked with golde and precious stone and pearles:
୧୬ଆରି ଏନ୍ତାରି କଇବାଇ “ଏଟା କାଇ ଇନସ୍‌ତା! ଏ ବଡ୍‌ ନଅରର୍‌ ପାଇ କାଇ କାକୁର୍‌ତି? ତେଇର୍‌ ଲକ୍‌ମନ୍‌ ଜାମ୍‌କଲିଆ ରଙ୍ଗର୍‌ ଆରି ଦବ୍‌ ସିଲ୍‌କୁ ଲୁଗା ପିନ୍ଦ୍‌ତେରଇଲାଇ । ସେମନ୍‌ ସୁନା ଆରି ବେସି ଦାମ୍‌ ଦେବା ଇରା ମୁକ୍‌ତାମନ୍‌ ପିନ୍ଦିରଇଲାଇ ।
17 for at one houre so great ryches ys come to nought And every shippe governer and all they that occupied shippes and shippmen which worke in the see stode a farre of
୧୭ମାତର୍‌ ଗଟେକ୍‌ ଗଁଟା ବିତ୍‌ରେ ତାକର୍‌ ସବୁ ଦନ୍‌ ସଁପତି କୁରୁପ୍‌ନାସ୍‌ ଅଇଗାଲା । ପାନିଜାଜ୍‌ ଚାଲାଉମନ୍‌ ଆରି ଜାଜେ ଜିବାଲକ୍‌ମନ୍‌ ଜାଜେ କାମ୍‌ କର୍‌ବା ଲକ୍‌ମନ୍‌ ଆରି ସମ୍‌ଦୁରେ କାମ୍‌ କରି ଜିଉନାକାଉନା କରି ସାଉକାର୍‌ ଅଇରଇଲାଇ, ସେମନ୍‌ ସବୁ ଦୁରିକେ ରଇକରି ଦେକ୍‌ତେରଇଲାଇ ।”
18 and cryed when they sawe the smoke of her burnynge sayinge what cite is lyke vnto this grett cite?
୧୮ସେ ନଅର୍‌ ପଡ୍‌ଲାକେ ତେଇଅନି ଉଟ୍‌ଲା ଦୁଆଁ ଦେକି ସେମନ୍‌ ଆଉଲି ଅଇକରି କଇଲାଇ, “ଏ ନଅର ପାରା ଆରି କନ୍‌ ନଅର୍‌ ମିସା ନ ରଇଲା ।”
19 And they cast dust on their heddes and cryed wepynge and waylinge and sayed: Alas Alas yt greate cite wherin were made ryche all that had shyppes in the see by the reason of her costlynes for atone houre is she made desolate
୧୯ସେମନ୍‌ ତାକର ମୁଣ୍ଡେ ଦୁଲି ବିଚିଅଇଲାଇ ଆରି ଆକ୍‌ମାରି କାନ୍ଦି କାନ୍ଦି କଇଲାଇ, “ଏଟା କାଇ ଇନସ୍‌ତା । ଏ ବଡ୍‌ ନଅରର୍‌ ପାଇ କାଇ କାକୁର୍‌ତି?” ସମ୍‌ଦୁରେ ଆସ୍‌ଜା ଅଇତେରଇବା ଜାଆଜ୍‌ ମନ୍‌ ତାକର୍‌ ଦନର୍‌ ଲାଗି ସାଉକାର୍‌ ଅଇରଇଲାଇ । ଆରି ଏବେ ଗଟେକ୍‌ ଗଁଟା ବିତ୍‌ରେ ସେଟାସବୁ ନସିଗାଲା ।
20 Reioyce over her thou heven and ye holy Apostles and prophetes: for god hath geven youre iudgment on her.
୨୦ସେ ବଡ୍‌ ନଅରର୍‌ ଦସାର୍‌ଲାଗି ସର୍‌ଗେ ରଇବା ଲକ୍‌ମନ୍‌ ସାର୍‌ଦା ଉଆ । ପର୍‌ମେସର୍‌ ସେ ନଅର୍‌କେ ଡଣ୍ଡ୍‌ ଦେଲାକେ ତମେ ବବିସତ୍‌ବକ୍‌ତାମନ୍‌, ପାର୍‌ଚିନ୍‌ମନ୍‌ ଆରି ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌ ସାର୍‌ଦା ଉଆ । ସେ ନଅରର୍‌ ଲକ୍‌ମନ୍‌ ତମ୍‌କେ ତାଡ୍‌ନା କର୍‌ତେରଇଲାଇ ।
21 And a myghty angell toke vp a stone lyke a grett mylstone and cast it into the see sayinge: with suche violence shall that gret cite Babilon be cast and shallbe founde no more.
୨୧ତାର୍‌ପଚେ ଏଦେ ଦେକା! ଗଟେକ୍‌ ବେସି ବପୁର୍‌ ଦୁତ୍‌ ଗଟେକ୍‌ ବଡ୍‌ ଜତା ଏଡ୍‌କି ପାକ୍‌ନା ବେଟି ସମ୍‌ଦୁରେ ପିଙ୍ଗ୍‌ଲା । ଆରି କଇଲା “ଏନ୍ତାରିସେ ବଡ୍‌ ନଅର୍‌ ବାବିଲନ୍‌କେ ଜବର୍‌ ଅଇତେ ପିଙ୍ଗ୍‌ବାଇ । ଆରି ତାର୍‌ ନାଉଁଗନ୍ଦ୍‌ ନ ମିଲେନି ।
22 And the voyce of harpers and musicions and of pypers and trompetters shalbe herde no more in the: and no craftes man of whatsoever craft he be shalbe founde eny more in the. and the soude of a myll shalbe herde no more in the
୨୨ବିଣା ବାଜାଉମନ୍‌, ଗିତ୍‌ଗାଉମନ୍‌, ବାଉଁସି ପୁକୁମନ୍‌ ଆରି ମଇରିର୍‌ ସବଦ୍‌ କେବେ ନ ସୁନତ୍‌ । ସୁନ୍ଦର୍‌ ଜିନିସ୍‌ ତିଆର୍‌କରୁମନ୍‌ ତେଇଆରି ନ ଡିସତ୍‌ । ଲକ୍‌ମନ୍‌ ଜତାସଙ୍ଗ୍‍ ଗର୍‌ବା ସବଦ୍‌ ମିସା ଆରି ନ ସୁନିଅଏ ।
23 and the voyce of the brydegrome and of the bryde shalbe herde no more in the: for thy marchauntes were ye grett men of ye erth. And with thyne inchantment were deceaved all nacions:
୨୩ଏ ନଅର୍‌ କାଇବତିସଙ୍ଗ୍‍ ମିସା ଉଜଲ୍‌ ନ ଡିସେ । ଏବେ ବିବା ଅଇବା ଦାଙ୍ଗ୍‌ଡା ଦାଙ୍ଗ୍‌ଡିର୍‌ କାତା ମିସା ନ ସୁନିଅଏ । ତମର୍‌ ବେବାରିମନ୍‌ ଗୁଲାଇ ଜଗତେ ଡାକ୍‌ପୁଟା ଅଇଆଚତ୍‌ । ଆରି ତର୍‌ ମାୟାଜାଲେ ପଡିକରି ଜଗତର୍‌ ଲକ୍‌ମନ୍‌ ସବୁ ନାଡାଇଅଇଲାଇ ।”
24 and in her was founde the bloude of the prophettes and of ye saynctes and of all that were slayne apon ye erth.
୨୪ବଡ୍‌ ନଅର୍‌ ବାବିଲନ୍‌ ଡଣ୍ଡ୍‌ ପାଇଆଚେ । କାଇକେବଇଲେ ବବିସତ୍‌ବକ୍‌ତାମନର୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ବନି ସେ ନଅରେ ବଇଗାଲାଆଚେ । ଆରି ଗୁଲାଇ ଜଗତେ ମରାଇଅଇରଇବା ଜେତ୍‌କି ଲକ୍‌ ଏ ନଅରର୍‌ ଲାଗି ମରିଜାଇରଇଲାଇ । ବାବବାଦିମନର୍‌ ସାଦୁଲକ୍‌ମନର୍‌ ଆରି ପୁର୍‌ତିବିତେଇ ମାରା ଜାଇରଇବା ସବୁଲକ୍‌ମନର୍‌ ବନି ସେ ଡିସି ରଇଲା ।

< Revelation 18 >