< ୧ ଯୋହନ 1 >

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ।
ଆଗେତାଂ ଇନେର୍‌ ମାଚାନ୍‌, ଇନେର୍‌ତି ବଚନ୍‌ ଆସେଙ୍ଗ୍‌ ୱେଚ୍‌ଚାସ୍‍ନା, ଇନେରିଂ ନିଜ୍‌ କାଣ୍‍କୁତାଙ୍ଗ୍ ହୁଡ଼୍‌ତାପ୍‌ନା, ଇନେରିଂ ଇଟ୍‌କାଡ଼୍‌ କିତାପ୍‌ନା ଆରି ଜାର୍‌ କେଇଦାଙ୍ଗ୍ ଡୁତାପ୍‌ନା, ହେ ଜିବୁନ୍‌ ଲାକେ ବଚନ୍‌ ବିସ୍ରେ ଜାଣାୟ୍‌କିଦ୍‌ନାପା ।
2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନନ୍ତ ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ। (aiōnios g166)
ହେ ଜିବୁନ୍‌ ଚଞ୍ଜ୍‌ୟାତାନ୍‌, ଆରେ ଆପେଂ ହୁଡ଼୍‌ତାପ୍‍ନା ଆରି ସାକି ହିନାପା; ଇମ୍‌ଣି ୱିଜ଼୍‌ୱି ଜିବୁନ୍ ଆବା ଲାହାଙ୍ଗ୍‌ ନିତ୍ରେ ମାଚାନ୍‌ ଆରେ ମା କଚଣ୍ ହତ୍‍ତାକା, ହେୱାନ୍ତି ବିସ୍ରେ ମିଙ୍ଗେଙ୍ଗ୍ ୱେଚ୍‍ଚାନାପା । (aiōnios g166)
3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।
ଇନାକା ଆପେଂ ହୁଡ଼୍‌ତାପ୍‍ନା ଆରି ୱେଚାପ୍‌ନା, ହେଦାଂ ମିଙ୍ଗେଙ୍ଗ୍‌ ପା ୱେଚ୍‍ଚାନାପା, ଇନେସ୍‌କି ଏପେଙ୍ଗ୍‍ ପା ମା ଲାହାଙ୍ଗ୍‌ ମେହାଆଦେଂ ଆଡ଼୍‌ଦାନାଦେର୍‌; ଆରେ ମା ମେହାଆନାକାନ୍ ଆବା ଇସ୍ୱର୍‌ ଆରି ତା ମାଜ଼ି ଜିସୁ କ୍ରିସ୍ଟ ଲାହାଙ୍ଗ୍‌ ମାନାତ୍‌ ।
4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ।
ମା ୱାରି ଇନେସ୍‌କି ପୁରା ଆନାତ୍‌, ଇଦାଂ କାଜିଙ୍ଗ୍‌ ଆପେଂ ଇ ୱିଜ଼ୁ ଲେକିକିନାପା ।
5 ଆମ୍ଭେମାନେ ତାହାଙ୍କଠାରୁ ଯେଉଁ ସମ୍ବାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ବର ଜ୍ୟୋତିଃସ୍ୱରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ।
ଆପେଂ ତା ତାକେଣ୍ଡାଙ୍ଗ୍‌ ଇମ୍‌ଣି ନେକ୍ରିକାବୁର୍‌ ୱେଚ୍‌ଚାତାପ୍‌ନା ଆରି ମିଙ୍ଗେଙ୍ଗ୍‌ ୱେଚ୍‌ଚାନାପା, ହେଦାଂ ଇସ୍ୱର୍‌ତି ଅଜଡ଼୍‌ ଆରେ ତା ତାକେ ମାଜ୍‌ଗା ହିଲୁତ୍‌ ।
6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ।
ତା ଲାହାଙ୍ଗ୍‌ ଆସେଙ୍ଗ୍‌ ମେହାଆନାକା ମାନାତ୍‌, ଇଦାଂ ଇଞ୍ଜି ଜଦି ଆସେଙ୍ଗ୍‌ ମାଜ୍‌ଗାନି ବେବାର୍‍ କିନାସ୍‌, ତା ଆତିସ୍‌ ଆସେଙ୍ଗ୍‌ କାତାତ ଆରି କାମାୟ୍‌ତ ମିଚ୍‍ୱାକାସ୍‍, ଆରେ ହାତ୍‌ପା ବେବାର୍‌ କିଜ଼ିମାନୁସ୍‌ ।
7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।
ମାତର୍‌ ହେୱେନ୍ ଇନେସ୍‌କି ଅଜଡ଼୍‍ନିକାନ୍‌ ଆସେଙ୍ଗ୍‌ ଜଦି ହେ ଲାକେ ଅଜଡ଼୍‌ନି ବେବାର୍‍ କିନାସ୍‌, ଲାଗିଂ ମାଦାଂ ହାରି ମେହାଣ୍‍ ମାନାତ୍‌, ଆରେ ହେୱାନ୍ତି ମାଜ଼ି ଜିସୁତି ନେତେର୍‌ ୱିଜ଼ୁ ପାପ୍‌ତାଂ ମାଙ୍ଗେଙ୍ଗ୍ ସକଟ୍‌ କିଦ୍‍ନାତ୍‌ ।
8 ଆମ୍ଭମାନଙ୍କର ପାପ ନାହିଁ! ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି, ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।
ମାଦାଂ ପାପ୍‌ ହିଲୁତ୍‌, ଇଦାଂ ଜଦି ଇନାସ୍‌, ତା ଆତିସ୍‌ ଜାର୍‌ ଜାର୍‍ତିଙ୍ଗ୍ ମିଚ୍‌ ଇନାସା, ଆରେ ମା ତାକେ ସତ୍‌ ଆକାୟ୍‌ ।
9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି।
ଜଦି ଆସେଙ୍ଗ୍‌ ଜାର୍‌ ଜାର୍‍ତିଙ୍ଗ୍ ପାପ୍‌ ମାନି କିନାସ୍‌, ଲାଗିଂ ହେୱାନ୍ ମା ପାପ୍ କେମା କିଦେଙ୍ଗ୍‌ ଆରି ୱିଜ଼ୁ ଅଦାର୍ମିତାଂ ମାଙ୍ଗେଙ୍ଗ୍ ସକଟ୍‌ କିଦେଙ୍ଗ୍‌ ପାର୍ତି ଆରି ନ୍ୟାୟ୍‌କାରିୟାର୍‌ ଆତାନ୍ନା ।
10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି, ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।
ଆପେଂ ପାପ୍‌ କିୱାତାପ୍‌ନା, ଇଦାଂ ଜଦି ଇନାସ୍‌, ତା ଆତିସ୍‌ ଆସେଙ୍ଗ୍‌ ତାଙ୍ଗେଙ୍ଗ୍ ମିଚ୍‍ୱା ଇନାସ୍‌, ଆରେ ତା ବଚନ୍‌ ମା ତାକେ ହିଲୁତ୍‌ ।

< ୧ ଯୋହନ 1 >